ନାଶ କରିବା Nāṡa karibā

  • ଦେ. କ୍ରି — ବିନାଶ କରିବା — To destroy
  • ଦେ. କ୍ରି — ଧ୍ୱଂସ କରିବା — To ruin
  • ଦେ. କ୍ରି — କଳୁଷିତ କରିବା — To spoil
  • ଦେ. କ୍ରି — (ଲକ୍ଷଣାର୍ଥ) ସମାପ୍ତ କରିବା; ବିତେଇବା — (figurative) To pass
  • ଦେ. କ୍ରି — ବେଗେ ଗଲେ ସିନା ବିରାଟର ଦେଶକୁ, ତହିଁ ନାଶ କରିବା ଅଜ୍ଞାତ ବାସକୁ। କୁଷ୍ଣସିଂହ. ମହାଭାରତ ଉଦ୍ଯୋଗ।