ନାଶ ଯିବା Nāṡaj̄ibā

  • ଦେ. କ୍ରି — ଧ୍ୱଂସପ୍ରାପ୍ତ ହେବା — To be ruined or destroyed
  • ଦେ. କ୍ରି — ଉଚ୍ଛନ୍ନ ହେବା — To be annihilated
  • ଦେ. କ୍ରି — ନଷ୍ଟ ହେବା — To be spoiled
  • ଦେ. କ୍ରି — ପାଣି ନାଶଯାଏ ଫାଟେ, ଗୀତ ନାଶେ ଯାଏ ବାଟେ, ସ୍ତିରୀ ନାଶ ଯାଏ ଯାତରା ପରବେ, କଥା ନାଶ ଯାଏ ହାଟେ। ଢଗ
  • ଦେ. କ୍ରି — ଅଦୃଶ୍ୟ ହେବା — To disppear