ନାନମାନ Nānamāna

  • ଦେ. ବି — ପୂରପୂର୍ଣ୍ଣ ଘୃତପକ୍ୱ ପିଷ୍ଟକବିଶେଷ — A kind of cake containing sweets inside, sandwich in the shape of a ball fried in ghee or oil
  • ଦେ. ବି — [ଦ୍ର—ଚାଉଳ ଅଟାକୁ ଗୁଡ଼ରେ ପାଗକରି ଖଳି କରାଯାଏ। ଖଳି ମଧ୍ୟରେ ପୂର ଦେଇ ପେଣ୍ଡୁପରି ଗୋଲ ପିଠା କରି ତାହା ଘିଅରେ ଛଣାଯାଏ।]