ନାନା ପ୍ରକାର Nānā prakāra
- ସଂ. ବିଣ (ବହୁବ୍ରୀହି; ନାନା+ପ୍ରକାର) — ନାନାବିଧ — Of various kinds
- ସଂ. ବି — ଅନେକ ପ୍ରକାର — Various Kinds
- ସଂ. ବି — [ଦ୍ର—ଏହିପରି ସଂ. ବି ଓ ବିଣରେ ନାନା ବର୍ଣ୍ଣ, ନାନା ରୂପ ଆଦି ଶବ୍ଦ ନିଷ୍ପନ୍ନ ହୁଏ।]
- ଦେ. କ୍ରି. ବିଣ — ନାନା ରୂପରେ; ନାନା ପ୍ରକାରେ — In many ways