ନାଦିତ Nādita

  • ସଂ. ବିଣ — (ନଦ୍ ଧାତୁ ଣିଚ=ନାଦିଧାତୁ=ଶବ୍ଦିତ ହେବା+କର୍ମ. ତ)
  • ସଂ. ବିଣ — ଶବ୍ଦିତ; ଦ୍ଭନିତ — Sounded
  • ସଂ. ବିଣ — (ନଦ୍ ଧାତୁ+କତ୍ତୃ. ତ) ଶବ୍ଦ କରୁଥିବା; ଗର୍ଜୁଥିବା — Sounding; roaring