ନାଦାବି ପତ୍ର Nādābi patra

  • ଦେ. ବି (କରିଚିଆ) (ଫା. ଲାଦାବୀ ଓ ସଂ. ପତ୍ର) — କୌଣସି ସମ୍ପତ୍ତିରେ ଆପଣାର ଦାବୀ ବା ସ୍ୱତ୍ୱ ନ ଥିବା ବିଷୟ ସ୍ୱୀକାର କରି ଲେଖିଦେବା ଦସ୍ତାବିଜ — A deed of relinquishment of one's claim to a certain property