ନାଦାବି Nādābi
- ଦେ. ବିଣ (କଚିରିଆ) (ଫା. ଲାଦାବୀ) — ଯେଉଁ ସମ୍ପତ୍ତିକୁ କେହି ଦାବୀ କରନ୍ତି ନାହିଁ; ଅସ୍ୱାମିକ — Unclaimed
- ଦେ. ବିଣ (କଚିରିଆ) (ଫା. ଲାଦାବୀ) — କୌଣସି ସମ୍ପତ୍ତିରେ ନିଜର ସ୍ୱାମିତ୍ୱ ନ ଥିବା ବିଷୟ ପ୍ରକାଶ କରିବା (ବ୍ୟକ୍ତି) — Giving up claim to a property
- ଦେ. ବିଣ (କଚିରିଆ) (ଫା. ଲାଦାବୀ) — କୌଣସି ବିଷୟରେ ଆପଣାର ଦାବୀର ତ୍ୟାଗ। — Relinquishment of one's claim to a property
- ଦେ. ବିଣ (କଚିରିଆ) (ଫା. ଲାଦାବୀ) — ନାଦାବି ପତ୍ର— (ଦେଖ) — Nādābi patra (See)