ନାଦାନ୍ Nādān
- ଦେ. ବିଣ—(ଫା. ନାଦାର୍) — ଅତ୍ୟନ୍ତ ଗରିବ; ଅତି ନିର୍ଦ୍ଧନ — Very poor; indigent
- ଦେ. ବିଣ—(ଫା. ନାଦାର୍) — (ଫା. ନାତୁଆନ୍=ଧନ ଦେବାକୁ ଅସମର୍ଥ) ଖଜଣା ବା ଦେୟ ଦେବାକୁ ଅସମର୍ଥ — Unable to pay one's rents or dues etc
- ଦେ. ବିଣ—(ଫା. ନାଦାର୍) — [ଦ୍ର—ଫା. ନାଦାନ୍ର ଅର୍ଥ=ମୂର୍ଖ, ଅଜ୍ଞ—ହି. ଶବ୍ଦସାଗର।]