ନାଗାଣି Nāgāṇi

  • ଗ୍ରା. ବିଣ — ବର୍ଷକ ପାଇଁ ନିଯୁକ୍ତ (ଚାକର) — (Servant) Employed for a year
  • ଗ୍ରା. ବିଣ — (ଯଥା—ମୁଁ ମୁଲିଆ ଗୋଟିଏ ନାଗାଣି କରିଛି)
  • ଗ୍ରା. ବି. — ଲାଗେ ଲାଗେ କରା ଯିବା କର୍ମ — A continuous work
  • ଗ୍ରା. ବି. — କ୍ରମ; ଅଭଙ୍ଗ କ୍ରମ — Continuity; unbroken series