ନାଗାରି Nāgāri

  • ଦେ. ବି — ବନ୍ୟ ତୃଣ ବିଶେଷ — A kind of wild grass
  • ଦେ. ବି — [ଦ୍ର—ଏହା ଧଳାଚିତା ଗୁଳ୍ମପରି; ଫୁଲ ଧଳା; ଏ ଗଛ ନିକଟରେ ସାପ ରହି ପାରନ୍ତି ନାହିଁ।]
  • ଦେ. ବି — ନାଗାନ୍ତକ (ଦେଖ) — Nāgāntaka (See)