ନାଗାନ୍ତକ Nāgāntaka

  • ସଂ. ବି.—(ନାଗ+ଅନ୍ତକ=ନାଶକ; 6 ଷଷ୍ଠୀ ତତ୍) — ଗରୁଡ଼ — Garuṟḍ̠a
  • ସଂ. ବି.—(ନାଗ+ଅନ୍ତକ=ନାଶକ; 6 ଷଷ୍ଠୀ ତତ୍) — ମୟୂର — Peacock
  • ସଂ. ବି.—(ନାଗ+ଅନ୍ତକ=ନାଶକ; 6 ଷଷ୍ଠୀ ତତ୍) — ବନ୍ଧ୍ୟା କର୍କୋଟକୀ; ଅଷାଢୁଆ — Memordica Dioecicamele (fruit and creeper)