ନାଗାଧିପ Nāgādhipa

  • ସଂ. ବି—(ନାଗ+ଅଧିପ; 6 ଷଷ୍ଠୀ ତତ୍) — ନାଗରାଜ; ବାସୁକି — Bāsuki
  • ସଂ. ବି—(ନାଗ+ଅଧିପ; 6 ଷଷ୍ଠୀ ତତ୍) — ଐରାବତ — Indra's elephant