ନହଡ଼ାଇବା Nahaṟḍ̠āibā

  • ଦେ. କ୍ରି — ଲହରୀ ପରି କୌଣସି କାର୍ଯ୍ୟ ଉପର୍ଯ୍ୟୁପରି କରିବା ବା ଅନର୍ଗଳ କଥା କହିବା — To do a thing continuously or say something fluently withcut stopping
  • ଦେ. କ୍ରି — ନହଡ଼ା ମାରିବା — To billow; to roll in large waves