ନହଡ଼ା(ଡ଼ି) Nahaṟḍ̠ā(ṟḍ̠i)

  • ଦେ. ବି. (ସଂ. ଲହରୀ) — ଢେଉ; ଲହରୀ — Wave
  • ଦେ. ବି. (ସଂ. ଲହରୀ) — ଦେଉଳ ଆଦିରେ ବା ଖିଲାଣରେ ଆଗକୁ ଆଗକୁ ମାଡ଼ିଥିବା ସ୍ତର — The ascending layers of an arch