ନହଡ଼ି ମୁଦ Nahaṟḍ̠i muda
- ଦେ. ବି. — ଲହଡ଼ି ମୁଦ; ଆଗକୁ ଆଗକୁ ମାଡ଼ି ମାଡ଼ି ପଥରର ସ୍ତର ବସି କ୍ରମଶଃ ନିବୁଜ୍ ହୋଇଥିବା ଖିଲାଣ — A kind of architecture in which instead of constructing an arch the successive higher layers are laid to project a little beyond the lower layers