ନହକିବା Nahakibā

  • ଦେ. କ୍ରି. — ଲହକିବା; ବକ୍ର ହେବା; ଦୋହଲିବା — To oscillate
  • ଦେ. କ୍ରି. — ଆମ୍ବ ଡ଼ାହି ଖଣ୍ଡି ନହକିଲା, ବାଟେ ବାଟେ ଗଲା ଗେହ୍ଲେଇ ନାନୀ ଗଭା ମଲ୍ଲୀ ଫୁଲ ମହକିଲା—କେଳା ଗୀତ।