ନହକା Nahakā
- ଦେ. ବିଣ. (ସଂ. ନମ ଧାତୁ) — ଲହକା; ପତଳା ଓ ଲମ୍ବ — Flexible and thin; long and thin
- ଦେ. ବିଣ. (ସଂ. ନମ ଧାତୁ) — ଦୋହୋଲୁ ଥିବା — Oscillating; swinging
- ଦେ. ବିଣ. (ସଂ. ନମ ଧାତୁ) — ଗଛ ନହକା ପତର ବଙ୍କା ତା ଫଳଟା ଲକ୍ଷେ ଟଙ୍କା। ପ୍ରହେଳିକା । (ଉତ୍ତର—ଧାନ)
- ଦେ. ବିଣ. (ସଂ. ନମ ଧାତୁ) — ଡେଙ୍ଗା ଓ ପତଳା (ବ୍ୟକ୍ତି) — Tall and thin (person)