ନଷ୍ଟବୀଜ Nashṭabīja

  • ସଂ. ବିଣ. (ବହୁବ୍ରୀହି; ନଷ୍ଟବୀଜ) — ଯାହାର ମଞ୍ଜି ନଷ୍ଟ ହୋଇ ଅଛି — Having the seed spoiled
  • ସଂ. ବିଣ. (ବହୁବ୍ରୀହି; ନଷ୍ଟବୀଜ) — ନିଷ୍ଫଳ — Fruitless; unproductive