ନଷ୍ଟା Nashṭā

  • ସଂ. ବିଣ. ସ୍ତ୍ରୀ—(ନଷ୍ଟ+ଆ) — ଭ୍ରଷ୍ଟା; ଅସତୀ; କୁଳଟା; ବ୍ୟଭି— ଚାରିଣୀ — Unchaste
  • ସଂ. ବି. ସ୍ତ୍ରୀ — ଅସତୀ ସ୍ତ୍ରୀ — An unchaste woman