ନଷ୍ଟାମି Nashṭami

  • ଦେ. ବି. (ସଂ. ନଷ୍ଟରୁ ବଙ୍ଗଳା ବିଶେଷ୍ୟ; ବଙ୍ଗାଳାରୁ ଅନୁକୃତ) ଦୁଷ୍ଟତା; ଦୁଷ୍ଟାମି — Wickedness; turpitude; wantonness; depravity
  • ଦେ. ବି. (ସଂ. ନଷ୍ଟରୁ ବଙ୍ଗଳା ବିଶେଷ୍ୟ; ବଙ୍ଗାଳାରୁ ଅନୁକୃତ) ଭାଣ୍ଡ ପଣ — Buffoonry