ନଷ୍ଟାପ୍ତି ସୂତ୍ର Nashṭāpti sūtra

  • ସଂ. ବି. ( 6 ଷ୍ଠୀ ତତ୍; ନଷ୍ଟାପ୍ତି+ସୂତ୍ର) — ନଷ୍ଟ ଦ୍ରବ୍ୟର କିଛି ଅଂଶ ପ୍ରାପ୍ତି; ଯହିଁରୁ ଅବଶିଷ୍ଟ ନଷ୍ଟ ଦ୍ରବ୍ୟ ମିଳିବାର ସୂତ୍ର ମିଳେ — Recovery of a part of a lost article leading to the recovery of the rest