ନଳକୂବର Naḻakūbara

  • ସଂ. ବି(ବହୁବ୍ରୀହି; ନଳ+କୁବର= ଶରୀର; ନଳ ରାଜାଙ୍କ ପରି ଶରୀର ଯାହାର) — କୁବେରଙ୍କର ଏକ ପୁତ୍ର — Name of a son of Kubera
  • ସଂ. ବି(ବହୁବ୍ରୀହି; ନଳ+କୁବର= ଶରୀର; ନଳ ରାଜାଙ୍କ ପରି ଶରୀର ଯାହାର) — [ଦ୍ର—ଏ ଓ ଏହାଙ୍କ ଭାଇ ମଣିଗ୍ରୀବ ନାରଦଙ୍କ ଅଭିଶାପରୁ ଯାଆଁଳା ଅର୍ଜୁନ ଗଛ ହୋଇଥିଲେ। ଶ୍ରୀକୃଷ୍ଣ ଶୈଶବକାଳରେ ଏହି ଗଛ ଯୋଡ଼ିକୁ ଗୋଇଠାମାରି ଭାଙ୍ଗିଦେବାରୁ ଏ ଦୁହେଁ ଶାପ— ମୁକ୍ତ ହୋଇ ସ୍ୱର୍ଗକୁ ଗଲେ ।]