ନଳକଯନ୍ତ୍ର Naḻaka j̄antra

  • ସଂ. ବି (ଆଧୁନିକ ପ୍ରୟୋଗ; ନଳକ+ଯନ୍ତ୍ର; କେତେଗୁଡ଼ିଏ ନଳର ସମଷ୍ଟିରେ ଏହା ନିର୍ମିତ ଓ ବ୍ୟବହାର ନ ହେଲାବେଳେ ଗୋଟିଏ ନଳ ମଧ୍ୟରେ ଅନ୍ୟ ନଳକୁ ପୂରାଇ ଏହାକୁ ଛୋଟ କରାଯିବାରୁ ଏହି ନାମ) — ଦୂରବୀକ୍ଷଣ ଯନ୍ତ୍ର — Telescope