ନଳକିନୀ Naḻakinī

  • ସଂ. ବି (ନଳକ+ଇନ୍+ସ୍ତ୍ରୀ. ଈ) — ଜଙ୍ଘ (ହି. ଶ) — Thigh
  • ସଂ. ବି (ନଳକ+ଇନ୍+ସ୍ତ୍ରୀ. ଈ) — ଆଣ୍ଠୁର ଚକି ହାଡ଼ — The kneepan (Apte)
  • ସଂ. ବି (ନଳକ+ଇନ୍+ସ୍ତ୍ରୀ. ଈ) — ଗୋଡ଼ — The leg (Apte)