ନଳତୀଗିରି Naḻatīgiri
- ଦେ. ବି — କଟକ ଜିଲ୍ଲାର ଯାଜପୁର ସବ୍ଡିଭିଜନର ଏକ ପାହାଡ଼ର ନାମ — Name of a hill in the Cuttack district
- ଦେ. ବି — [ଦ୍ର—ଏହି ପାହାଡ଼ ଧାନମଣ୍ଡଳ ଷ୍ଟେସନଠାରୁ 14 ମାଇଲ ଦୂରରେ ଅବସ୍ଥିତ। ଏଥିରେ ଗୁଡ଼ିଏ ଗୁମ୍ଫା, ବୁଦ୍ଧଙ୍କ ମୂର୍ତ୍ତି ଓ ପାଲି ଭାଷାରେ ଅଶୋକଙ୍କ ଅନୁଶାସନ ଖୋଦିତ ହୋଇଅଛି।] — [ଦ୍ର—ଏହି ପାହାଡ଼ ଧାନମଣ୍ଡଳ ଷ୍ଟେସନଠାରୁ14ମାଇଲ ଦୂରରେ ଅବସ୍ଥିତ ଏଥିରେ ଗୁଡ଼ିଏ ଗୁମ୍ଫା, ବୁଦ୍ଧଙ୍କ ମୂର୍ତ୍ତି ଓ ପାଲି ଭାଷାରେ ଅଶୋକଙ୍କ ଅନୁଶାସନ ଖୋଦିତ ହୋଇଅଛି]