ନର୍ମ୍ମ Narmma

  • ସଂ. ବି. (ନୃ ଧାତୁ=ନେବା+ମନ୍; ନର୍ମ୍ମନ ଶବ୍ଦ) — କ୍ରୀଡ଼ା — Sport; pastime
  • ସଂ. ବି. (ନୃ ଧାତୁ=ନେବା+ମନ୍; ନର୍ମ୍ମନ ଶବ୍ଦ) — କୌତୁକ — Amusement
  • ସଂ. ବି. (ନୃ ଧାତୁ=ନେବା+ମନ୍; ନର୍ମ୍ମନ ଶବ୍ଦ) — ପରିହାସ — Jest
  • ସଂ. ବି. (ନୃ ଧାତୁ=ନେବା+ମନ୍; ନର୍ମ୍ମନ ଶବ୍ଦ) — ବିହାର; ଲୀଳା — Pleasure; diversion
  • ସଂ. ବି. (ନୃ ଧାତୁ=ନେବା+ମନ୍; ନର୍ମ୍ମନ ଶବ୍ଦ) — କେଳି — Amorous sport
  • ସଂ. ବି. (ନୃ ଧାତୁ=ନେବା+ମନ୍; ନର୍ମ୍ମନ ଶବ୍ଦ) — ରସିକତା; ରଙ୍ଗରସ — Witticism; wit and humour
  • ସଂ. ବି. (ନୃ ଧାତୁ=ନେବା+ମନ୍; ନର୍ମ୍ମନ ଶବ୍ଦ) — ହସ କୌତୁକ କରିବା ସାଙ୍ଗ; କ୍ରୀଡ଼ା ସଙ୍ଗୀ (ହି. ଶ) — Playmate