ନର୍ବିକାଳୀ, ନର୍ବିକାରୀ Nirbikāḻī(rī)

  • ଦେ. ବିଣ (ସଂ. ନିର୍ବିକାର) — ବିକାରରହିତ — Unaffected
  • ଦେ. ବିଣ (ସଂ. ନିର୍ବିକାର) — ସେ ଚାରିପାଶେ ଅଗ୍ନିଜାଳି ମଧ୍ୟେ ବସିଲେ ନିର୍ବିକାଳୀ। ଜଗନ୍ନାଥ, ଭାଗବତ।