ନର୍ଦ୍ଦମା Narddmā

  • ଦେ. ବି. (ସଂ. ନର୍ଦ୍ଦ ଧାତୁ=ଶବ୍ଦ କରିବା, ଗତି କରିବା; ତୁଳ ଫା. ନାବ୍ଦାନ୍) — ପାଣିନାଳ; ନୟନଯୋଡ଼ି; ପୟଃପ୍ରଣାଳୀ — Gutter; drain; wayside ditch; water channel
  • ଦେ. ବି. (ସଂ. ନର୍ଦ୍ଦ ଧାତୁ=ଶବ୍ଦ କରିବା, ଗତି କରିବା; ତୁଳ ଫା. ନାବ୍ଦାନ୍) — କୁରୁତି ନର୍ଦମା କର୍ଦମେ ପଡ଼ି ରଡ଼ୁଛ ସିନା— ମଧୂସୂଦନ. ବ୍ୟଙ୍ଗକବିତା।
  • ଦେ. ବି. (ସଂ. ନର୍ଦ୍ଦ ଧାତୁ=ଶବ୍ଦ କରିବା, ଗତି କରିବା; ତୁଳ ଫା. ନାବ୍ଦାନ୍) — ମଇଳା ପାଣି ବୋହି ଯିବାର ନାଳୀ — A channel for the flow of foul water