ନର୍ମ୍ମଠ Narmmaṭha
- ସଂ. ବିଣ. ପୁଂ(ନର୍ମ୍ମନ୍+ଠ; ଅଥବା ନର୍ମ୍ମନ୍+ସ୍ଥା ଧାତୁ= ରହିବା+କର୍ତ୍ତୃ. ଅ, ନିପାତନ) — କେଳିରତ — Addicted to dissipation or daliance
- ସଂ. ବିଣ. ପୁଂ(ନର୍ମ୍ମନ୍+ଠ; ଅଥବା ନର୍ମ୍ମନ୍+ସ୍ଥା ଧାତୁ= ରହିବା+କର୍ତ୍ତୃ. ଅ, ନିପାତନ) — କ୍ରୀଡ଼ାଶୀଳ — Sportive; playful
- ସଂ. ବିଣ. ପୁଂ(ନର୍ମ୍ମନ୍+ଠ; ଅଥବା ନର୍ମ୍ମନ୍+ସ୍ଥା ଧାତୁ= ରହିବା+କର୍ତ୍ତୃ. ଅ, ନିପାତନ) — କୌତୁକପ୍ରିୟ — Pleasure-loving; devoted to amusements
- ସଂ. ବିଣ. ପୁଂ(ନର୍ମ୍ମନ୍+ଠ; ଅଥବା ନର୍ମ୍ମନ୍+ସ୍ଥା ଧାତୁ= ରହିବା+କର୍ତ୍ତୃ. ଅ, ନିପାତନ) — ବିଳାସପ୍ରିୟ — Given to luxury, coquettish
- ସଂ. ବିଣ. ପୁଂ(ନର୍ମ୍ମନ୍+ଠ; ଅଥବା ନର୍ମ୍ମନ୍+ସ୍ଥା ଧାତୁ= ରହିବା+କର୍ତ୍ତୃ. ଅ, ନିପାତନ) — କେଳିପ୍ରିୟ — Loving dalliance
- ସଂ. ବିଣ. ପୁଂ(ନର୍ମ୍ମନ୍+ଠ; ଅଥବା ନର୍ମ୍ମନ୍+ସ୍ଥା ଧାତୁ= ରହିବା+କର୍ତ୍ତୃ. ଅ, ନିପାତନ) — ଲମ୍ପଟ — Amorous; lecherous; adulterous
- ସଂ. ବିଣ. ପୁଂ(ନର୍ମ୍ମନ୍+ଠ; ଅଥବା ନର୍ମ୍ମନ୍+ସ୍ଥା ଧାତୁ= ରହିବା+କର୍ତ୍ତୃ. ଅ, ନିପାତନ) — ସଉକୀ — Gallant
- ସଂ. ବିଣ. ପୁଂ(ନର୍ମ୍ମନ୍+ଠ; ଅଥବା ନର୍ମ୍ମନ୍+ସ୍ଥା ଧାତୁ= ରହିବା+କର୍ତ୍ତୃ. ଅ, ନିପାତନ) — ଥଟ୍ଟିଲ; ପରିହାସପ୍ରିୟ — Jestive; witty
- ସଂ. ବି — ସ୍ତନାଗ୍ର; ଚୁଚୁକ; ଦୁଧଭୁଣ୍ଡି — Nipple
- ସଂ. ବି — ପରିହାସ — Sport
- ସଂ. ବି — ଷିଡ୍ଗ; ନାଗର; ଉପପତି — A gallant; a libertine; paramour
- ସଂ. ବି — କୌତୁକ; ଆମୋଦ — Amusement