ନରମ(ମା) Narama(mā)
- ବୈଦେ. ବିଣ (ଫା. ନରମ୍; ନର୍ମ ତୁଳ. ସଂ. ନମ୍ର) — କୋମଳ; କଅଁଳିଆ — Soft
- ବୈଦେ. ବିଣ (ଫା. ନରମ୍; ନର୍ମ ତୁଳ. ସଂ. ନମ୍ର) — ନମ୍ର; ମୃଦୁ; ଧୀର — Meek; gentle
- ବୈଦେ. ବିଣ (ଫା. ନରମ୍; ନର୍ମ ତୁଳ. ସଂ. ନମ୍ର) — ସୁକୁମାର — Tender
- ବୈଦେ. ବିଣ (ଫା. ନରମ୍; ନର୍ମ ତୁଳ. ସଂ. ନମ୍ର) — ଯାହାକୁ ଚିପି ଦେଲେ ବସିଯାଏ ବା ଲଇଁଯାଏ — Supple; pliant
- ବୈଦେ. ବିଣ (ଫା. ନରମ୍; ନର୍ମ ତୁଳ. ସଂ. ନମ୍ର) — ଅନୁଦ୍ଧତ; ଶାନ୍ତ — Mild
- ବୈଦେ. ବିଣ (ଫା. ନରମ୍; ନର୍ମ ତୁଳ. ସଂ. ନମ୍ର) — ଆର୍ଦ୍ର; ଓଦା — Wet
- ବୈଦେ. ବିଣ (ଫା. ନରମ୍; ନର୍ମ ତୁଳ. ସଂ. ନମ୍ର) — ଦୟାର୍ଦ୍ର; କରୁଣାର୍ଦ୍ର — Melting with pity
- ବୈଦେ. ବିଣ (ଫା. ନରମ୍; ନର୍ମ ତୁଳ. ସଂ. ନମ୍ର) — ଥଣ୍ଡା; ଶୀତଳ — Cold; cooled down
- ବୈଦେ. ବିଣ (ଫା. ନରମ୍; ନର୍ମ ତୁଳ. ସଂ. ନମ୍ର) — ସହଜ — Easy
- ବି. — ଦର ବା ମୂଲ୍ୟର ହ୍ରାସ — Fall in price of a commodity