ନରଭୂକ୍ Narabhuk

  • ସଂ. ବି. (ନର+ଭୂଜ୍ ଧାତୁ+କର୍ତ୍ତୃ. କ୍ୱିପ୍; ନରଭୂଜ୍ ଶବ୍ଦ; 1 ମା. 1 ବ.) — ନରମାଂସଭୋଜୀ — Cannibal
  • ସଂ. ବି. (ନର+ଭୂଜ୍ ଧାତୁ+କର୍ତ୍ତୃ. କ୍ୱିପ୍; ନରଭୂଜ୍ ଶବ୍ଦ; 1 ମା. 1 ବ.) — ରାକ୍ଷସ; ପିଶାଚ — Goblin