ନରମାନିକା Narāmanikā

  • ସଂ. ବି. ସ୍ତ୍ରୀ (ନର+ମାନ+କ+ଆ) — ନରଚିହ୍ନଧାରିଣୀ ସ୍ତ୍ରୀ; ଯେଉଁ ସ୍ତ୍ରୀଠାରେ ଶ୍ମଶ୍ରୁ ଆଦି ପୁରୁଷ ଚିହ୍ନ ଲକ୍ଷିତ ହୁଏ — A man-like woman; an amazon; a masculine woman; a woman with a beard (Apte)