ନରମ ଗରମ Narama garama

  • ବୈଦେ. ବିଣ (ବିପରୀତାର୍ଥ ସହଚର ଫା. ନର୍ମ+ଗର୍ମ) — ଥଣ୍ଡା ଓ ଉଷ୍ଣ — Hot and cold
  • ଦେ. ବି — କଡ଼ା ଓ ଥଣ୍ଡା କଥା — Harsh and tender words; rude and polite words
  • ଦେ. ବି — କଡ଼ା ଓ ନମ୍ର କଥାର ମିଶ୍ରଣ — A mixture of rude and polite expressions