ନରକୋଳି Nara koḻi

  • ଦେ. ବି. (ସଂ. ଲବଣୀ) — ନଅରକୋଳି; ଅଅଁଳା କୋଳି ଜାତୀୟ ଏକ ପ୍ରକାର ଗଛ ଓ ତାର କୋଳି — A kind of tree bearing acid berries; Otaheite Goose berry; cicca destitcha; Phyllan thus Distichus; Phyllanthus Longifolius
  • ଦେ. ବି. (ସଂ. ଲବଣୀ) — [ଦ୍ର—ଏହାର କୋଳି ଖଟା ଓ କଷା। ଏହାର ପତ୍ର କୋମଳ । ତେଣୁ ଲୋକେ ଏହି ପତ୍ରରେ ଶଯ୍ୟା ରଚନା କରି ତହିଁରେ ବସନ୍ତ— ରୋଗୀକୁ ଶୁଆନ୍ତି ଏହା ଅଶ୍ମରୀ, ଅର୍ଶ, କଫ, ଅତିସାର, ବ୍ରଣ, ଉପ— ଦଂଶ ଓ ପିତ୍ତନାଶକ। ଶୁଭ କର୍ମ ଓ ଉତ୍ସବ ଉପଲକ୍ଷେ ଏହାର ଡାଳକୁ ଦଉଡ଼ିରେ ବାନ୍ଧି ଲୋକେ ପିଣ୍ଡା ଆଦିରେ ତୋରଣାକାରରେ ଝୁଲାନ୍ତି।]