ନରଘାତକ Naraghātaka

  • ସଂ. ବିଣ. ପୁଂ (ନର+ହନ୍ ଧାତୁ+କର୍ତ୍ତୃ. ଅକ) — ମନୁଷ୍ୟ ହତ୍ୟାକାରୀ — Murdering men
  • ସଂ. ବି. ପୁଂ — ମନୂଷ୍ୟ ହତ୍ୟାକାରୀ ବ୍ୟକ୍ତି — Murderer; assassin