ନରକାନ୍ତକ Narakāntaka

  • ସଂ. ବି. ( 6 ଷ୍ଠୀ ତତ୍; ନରକ+ଅନ୍ତକ) — ଯେ ମନୁଷ୍ୟର ପାପକୁ କ୍ଷମା କରି ତାହାକୁ ନରକରୁ ଉଦ୍ଧାର କରନ୍ତି — Saviour of the sinners
  • ସଂ. ବି. ( 6 ଷ୍ଠୀ ତତ୍; ନରକ+ଅନ୍ତକ) — ନରକାସୁରର ବିନାଶକାରୀ; ବିଷ୍ଣୁ — Bishṇu