ନବବର୍ଷ Naba barsa
- ସଂ. ବି. (କର୍ମଧା; ନବ+ବର୍ଷ) — ଅଳ୍ପକାଳ ହେଲା ଆରମ୍ଭ ହୋଇଥିବା ବର୍ଷ; ନୂତନ ବତ୍ସର — The new year
- ସଂ. ବି. (କର୍ମଧା; ନବ+ବର୍ଷ) — ଚଳିତ ସନ; ହାଲ ସନ — Current year
- ସଂ. ବି. (କର୍ମଧା; ନବ+ବର୍ଷ) — ନବଖଣ୍ଡ (ଦେଖ) — Nabakhaṇḍa (See)
- ସଂ. ବି. (କର୍ମଧା; ନବ+ବର୍ଷ) — ନୂତନ ବୃଷ୍ଟି; ବର୍ଷା ଋତୁର ଆରମ୍ଭରେ ପ୍ରଥମ ବୃଷ୍ଟି — The first shower of the rainy season