ନବବର୍ଷାରମ୍ଭ Naba barshārambha

  • ସଂ. ବି. ( 6 ଷ୍ଠୀ ତତ୍; ନବବର୍ଷ+ଆରମ୍ଭ) — ନୂଆ ସନର ଆଦ୍ୟ; ସୁନିଅ — The New year's day; the 1st day of the new year
  • ସଂ. ବି. ( 6 ଷ୍ଠୀ ତତ୍; ନବବର୍ଷ+ଆରମ୍ଭ) — [ଦ୍ର—ବିଭିନ୍ନ ଦେଶରେ ବର୍ଷ ଗଣନା ଭିନ୍ନ ଭିନ୍ନ ହେଉଥିବାରୁ ନବବର୍ଷାରମ୍ଭ ଦିବସ ବିଭିନ୍ନ ହୁଏ ।]