ନଙ୍ଗଳା Naṅgaḻā
- ଦେ. ବିଣ.ପୁଂ. (ସଂ. ନଗ୍ନ) — ଲଙ୍ଗଳା; ବିବସ୍ତ୍ର; ଉଲଙ୍ଗ — Nacked; nude; bare
- ଦେ. ବିଣ.ପୁଂ. (ସଂ. ନଗ୍ନ) — ବସ୍ତ୍ର ଦେବା ଲୋକ ଯେ ବସ୍ତ୍ର ପିନ୍ଧି ଯାନ୍ତି ନ ଦେବାର ଲୋକେ ନଙ୍ଗଳା ହୋଇଥାନ୍ତି । କୃଷ୍ଣସିଂହ. ମହାଭାରତ ବନ ।
- ଦେ. ବିଣ.ପୁଂ. (ସଂ. ନଗ୍ନ) — ଅଳଙ୍କାର ଶୂନ୍ୟ; ଆଭରଣ ହୀନ — Having one's ornaments put off or removed
- ଦେ. ବିଣ.ପୁଂ. (ସଂ. ନଗ୍ନ) — (ଲକ୍ଷଣାର୍ଥ) ସଂସାର ବନ୍ଧନ ଶୂନ୍ୟ; ଚାରିଦଉଡ଼ିକଟା — (figurative) Having no wordly ties
- ଦେ. ବିଣ.ପୁଂ. (ସଂ. ନଗ୍ନ) — ନିର୍ଭୀକ — Fearless