ନଙ୍ଗପଙ୍ଗ Naṅgapaṅga

  • ଦେ. ଅ — ଲଙ୍ଗପଙ୍ଗ; ଲୁଙ୍ଗୁପୁଙ୍ଗୁ; ବିନା କାର୍ଯ୍ୟରେ ଟହଲୁ ଥିବା; ଉଦ୍ଦେଶ୍ୟବିହୀନ ହୋଇ ଯିବା ଆସିବା କରୁଥିବା — Walking up and down aimlessly; loitering about
  • ଦେ. ଅ — ପ୍ରଚ୍ଛନ୍ନ ଭାବରେ ବିଚରଣ କରିବା — Walking up and down a place stealthily