ନଙ୍ଗା Naṅgā

  • ଦେ. ବିଣ — (ହିନ୍ଦୀରୁ ଅନୁକୃତ; ତୁଳ. ସଂ. ନଗ୍ନ; ପ୍ରା. ଣଗ୍ଗଳ)—ଲଂଘା; ଉନ୍ମୁକ୍ତ — Open; drawn (sword); unsheathed
  • ଦେ. ବିଣ — (ଯଥା—ନଘାଂ ତରବାରୀ ।)
  • ଦେ. ବିଣ — (ସଂ. ଲମ୍ବ) ଲମ୍ବା — Long
  • ଦେ. ବିଣ — (ଯଥା—ମାଡ ମାରି ତତେ ନଙ୍ଘା କରି ଶୁଆଇ ଦେବି ।)
  • ଦେ. ବିଣ — (ସଂ. ଲଂଘନ) ଉପବାସ କରିଥିବା — Fasting; famished