ନଙ୍ଗଲ ଜୁଡ଼ା Naṅgal juṟḍ̠ā
- ପ୍ରାଦେ. (ସମ୍ବଲପୁର) ବି — ତାରାପୁଞ୍ଜବିଶେଷ; ଇଲ୍ୱଳା ନକ୍ଷତ୍ର (କାଳପୁରୁଷର କଟିବନ୍ଧନ) — The belt of Orion (a constellation)
- ପ୍ରାଦେ. (ସମ୍ବଲପୁର) ବି — [ଦ୍ର—ସମ୍ବଲପୁରର ଖଡ଼ିଆମାନେ ଏ ନକ୍ଷତ୍ରର ଉଦୟ ନ ହେଲେ (ବୈଶାଖ ମାସ ନ ହେଲେ) ଲଙ୍ଗଳ ଯୋଚନ୍ତି ନାହିଁ ଅର୍ଥାତ୍ ଧାନବୁଣାବୁଣି କାମ କରନ୍ତି ନାହିଁ । ଏଣୁ ଏ ନକ୍ଷତ୍ର ପୁଞ୍ଜକୁ 'ନଙ୍ଗଲଜୁଡ଼ା' ବୋଲାଯାଏ ।]