ଧ୍ୱନନ Dhwanana
- ସଂ. ବି. (ଧ୍ୱନ୍ ଧାତୁ+ ଅନ) — ଶବ୍ଦ କରିବା — Making a sound
- ସଂ. ବି. (ଧ୍ୱନ୍ ଧାତୁ+ ଅନ) — (ଅଳଙ୍କାର) ଶବ୍ଦନିଷ୍ଠ ବ୍ୟାପାରବିଶେଷ; ବ୍ୟଞ୍ଜନା — (rhetoric) That power of a word or sentence by virtue of which it conveys a sense different from its primary or secondary meaning; suggestive power of a word
- ସଂ. ବି. (ଧ୍ୱନ୍ ଧାତୁ+ ଅନ) — ଗୁଣୁ ଗୁଣୁ ଶବ୍ଦ କରିବା — Buzzing; humming
- ସଂ. ବି. (ଧ୍ୱନ୍ ଧାତୁ+ ଅନ) — ଅର୍ଥାଦିର ସୂଚନ — Hinting; suggesting or implying (as a meaning)
- ସଂ. ବି. (ଧ୍ୱନ୍ ଧାତୁ+ ଅନ) — ଅବ୍ୟକ୍ତ ଉଚ୍ଚାରଣ — Indistinct utterance