ଧ୍ୱନି କାବ୍ୟ Dhwani kābya

  • ସଂ. ବି. (ମ. ପ. ଲୋ. କର୍ମଧା; ଧ୍ୱନି+କାବ୍ୟ) — ଉତ୍କୃଷ୍ଟ କାବ୍ୟବିଶେଷ; ଯେଉଁ କାବ୍ୟରେ ବାକ୍ୟାର୍ଥ— ଠାରୁ ବ୍ୟଙ୍ଗ୍ୟାର୍ଥ ବା ଲକ୍ଷଣାର୍ଥ ଅଧିକତର ଚମତ୍କାରଜନକ — A literary composition in which the implied meaning is more excellent or striking than the meaning appearing on the face of the words