ଧ୍ୱଜୀକରଣ Dhwajīkaraṇa
- ସଂ. ବି. (ଧ୍ୱଜ+ଅଦ୍ଭୂତ ତଦ୍ଭାବେ ଚ୍ୱି+ କରଣ) — ପତାକା ଉତ୍ତୋଳନ କରିବା; ପତାକା ଉଡ଼ାଇବା — Hoisting of a flag; raising of a standard
- ସଂ. ବି. (ଧ୍ୱଜ+ଅଦ୍ଭୂତ ତଦ୍ଭାବେ ଚ୍ୱି+ କରଣ) — କୌଣସି ବିଷୟକୁ ବାହାନା କରିବା — Setting up as a pretext or claim making anything a plea (Apte)