ଧ୍ୱଜିନୀ Dhwajinī

  • ସଂ. ବି. ସ୍ତ୍ରୀ—(ଧ୍ୱଜ+ଇନ୍+ସ୍ତ୍ରୀ. ଈ) — ସେନା; ବାହିନୀ — An army
  • ସଂ. ବିଣ. ସ୍ତ୍ରୀ — ଧ୍ୱଜୀର ସ୍ତ୍ରୀଲିଙ୍ଗ — Feminine of Dhwajī