ଧ୍ୱଜାରୋପଣ Dhwajāropaṇa

  • ସଂ. ବି. ( 6 ଷ୍ଠୀ ତତ୍; ଧ୍ୱଜ+ ଆରୋପଣ) — ଦେବାଳୟ— ଓ ତୀର୍ଥାଦିରେ ମନ୍ତ୍ରପୂତ ପତାକା ପୋତିବା — The planting of a consecrated flag at a sacred place or over a temple