ଧୂମିନୀ Dhūminī

  • ସଂ. ବିଣ. ସ୍ତ୍ରୀ (ଧୂମିନ୍+ସ୍ତ୍ରୀ. ଈ) — ଧୂମୀର ସ୍ତ୍ରୀଲିଙ୍ଗ — Feminine of Dhūmī
  • ସଂ. ବି. ସ୍ତ୍ରୀ — ଅଗ୍ନିଙ୍କର ସପ୍ତ ଜିହ୍ୱା ମଧ୍ୟରୁ ଏକତମ — Name of one of the 7 tongues of the Fire-god (Apte)