ଧୂମୀ Dhūmī
- ସଂ. ବିଣ. ପୁଂ (ଧୂମ+ଇନ୍; 1 ମା. 1 ବ) — ଧୂମପୂର୍ଣ୍ଣ; ଧୂମବହୁଳ — Filled with smoke; full of smoke; smoky
- ସଂ. ବିଣ. ପୁଂ (ଧୂମ+ଇନ୍; 1 ମା. 1 ବ) — ଯହିଁରୁ ଧୂଆଁ ବାହାରୁଅଛି; କୁହୁଳୁଥିବା — Smoking; smouldering
- ଦେ. ବିଣ. ସ୍ତ୍ରୀ — ଧୂମାର ସ୍ତ୍ରୀଲିଙ୍ଗ — Feminine of Dhūmā