ଧୂମିକା Dhūmikā

  • ସଂ. ବି. ସ୍ତ୍ରୀ (ଧୂମ+କ+ସ୍ତ୍ରୀ. ଆ) — କୁଜ୍ଝଟିକା; କୁହୁଡ଼ି — Fog; mist
  • ସଂ. ବି. ସ୍ତ୍ରୀ (ଧୂମ+କ+ସ୍ତ୍ରୀ. ଆ) — ଧୂଆଁ — Smoke
  • ସଂ. ବି. ସ୍ତ୍ରୀ (ଧୂମ+କ+ସ୍ତ୍ରୀ. ଆ) — ବାଷ୍ପ; ବାମ୍ଫ — Vapour; steam